ଗର୍ଦ୍ଦା Garddā
- ବୈଦେ. ବି.—(ଫା. ଗର୍ଦା; ସଂ. କର୍ଦ୍ଦ) — ଧୂଳି — Dust
- ବୈଦେ. ବି.—(ଫା. ଗର୍ଦା; ସଂ. କର୍ଦ୍ଦ) — ମଇଳା; ମଳି — Dirt
- ବୈଦେ. ବି.—(ଫା. ଗର୍ଦା; ସଂ. କର୍ଦ୍ଦ) — ପଣ୍ୟଦ୍ରବ୍ୟାଦି ନିଆ ହେବା ପରେ ପଡ଼ି ରହିଥିବା ଧୂଳିଆ ଅଂଶମାନ — Refuse left out of commodities after handling
- ବୈଦେ. ବି.—(ଫା. ଗର୍ଦା; ସଂ. କର୍ଦ୍ଦ) — ଗଞ୍ଜେଇ କଲିରୁ ଝଡ଼ିବା କ୍ଷୁଦ୍ର କ୍ଷୁଦ୍ର ଅଂଶ — Small particles of gan̄jā—shoots