ଗର୍ଦ୍ଦଭୀ Garddabhī

  • ସଂ. ବି. ସ୍ତ୍ରୀ. (ଗର୍ଦ୍ଦଭ+ ସ୍ତ୍ରୀ. ଈ) — ମାଈ ଗଧ — She-ass
  • ସଂ. ବି. ସ୍ତ୍ରୀ. (ଗର୍ଦ୍ଦଭ+ ସ୍ତ୍ରୀ. ଈ) — ଗୋବର ପୋକ — A kind of insect generated in cowdung