ଗର୍ଦ୍ଧନା Garddhanā

  • ସଂ. ବି. (ଗୃଧ ଧାତୁ+ ଭାବ. ଅନ+ଆ) — ପେଟୁପଣ — Greediness (M.W.)
  • ସଂ. ବିଣ. ସ୍ତ୍ରୀ — ଗର୍ଦ୍ଧନର ସ୍ତ୍ରୀଲିଙ୍ଗ — Feminine of Garddhana (M.W.)
  • ଦେ. ବି. — ଗର୍ଦନା (ଦେଖ) — Gardanā (See)