ଗର୍ଦ୍ଧନ Garddhana

  • ସଂ. ବିଣ.—(ଗୃଧ ଧାତୁ=ଲୋଭ କରିବା+ କର୍ତ୍ତୃ. ଅନ) — ଲାଳାୟିତ; ଇଚ୍ଛୁକ — Desirous; eager
  • ସଂ. ବିଣ.—(ଗୃଧ ଧାତୁ=ଲୋଭ କରିବା+ କର୍ତ୍ତୃ. ଅନ) — ଲୋଭୀ; ଲୁବ୍ଧ — Avaricious; covetous
  • ସଂ. ବିଣ.—(ଗୃଧ ଧାତୁ=ଲୋଭ କରିବା+ କର୍ତ୍ତୃ. ଅନ) — ପେଟୁ — Greedy; voracious
  • ସଂ. ବିଣ.—(ଗୃଧ ଧାତୁ=ଲୋଭ କରିବା+ କର୍ତ୍ତୃ. ଅନ) — କୃପଣ — Niggardly; miserly