ଗର୍ଦ୍ଧ Garddha

  • ସଂ. ବି.—(ଗୃଧ୍ ଧାତୁ=ଲାଭ କରିବାକୁ ଇଚ୍ଛା କରିବା+ ଭାବ. ଅ) — ଲୋଭ — Avarice; greediness
  • ସଂ. ବି.—(ଗୃଧ୍ ଧାତୁ=ଲାଭ କରିବାକୁ ଇଚ୍ଛା କରିବା+ ଭାବ. ଅ) — ଆକାଙ୍କ୍ଷା; ଲାଳସା; ସ୍ପୃହା — Eagerness to get a thing; desire