ଗର୍ଦନ୍ Gardan

  • ବୈଦେ. ବି. (ଫା. ଗର୍ଦନ୍) — ମୁଣ୍ଡ — Head
  • ବୈଦେ. ବି. (ଫା. ଗର୍ଦନ୍) — ବେକ — Neck
  • ବୈଦେ. ବି. (ଫା. ଗର୍ଦନ୍) — ଗଳାଧକ୍କା — A push by the neck
  • ବୈଦେ. ବି. (ଫା. ଗର୍ଦନ୍) — ଗର୍ଦନ ମାର ପଛେ ଗୋସାଇଁ ଏକଥା କେହୁ ପାରିବ ସହି ରଙ୍ଗବଦନ ଅଙ୍ଗ ତାଙ୍କର କ୍ରୋଧରେ ଥରେ—ବ୍ରଜନାଥ, ସମରତରଙ୍ଗ।