ଗର୍ତ୍ତିକା Garttikā

  • ସଂ. ବି. (ଗର୍ତ୍ତ+ଅଛି ଅର୍ଥରେ. ଇକ+ ସ୍ତ୍ରୀ. ଆ) — ତନ୍ତିଶାଳ; ତନ୍ତଘର — Weaver's house
  • ସଂ. ବି. (ଗର୍ତ୍ତ+ଅଛି ଅର୍ଥରେ. ଇକ+ ସ୍ତ୍ରୀ. ଆ) — [ଦ୍ର—ତନ୍ତରେ ବୁଣିଲାବେଳେ ତନ୍ତି ଗୋଡ଼ ଲମ୍ବାଇ ବସିବାକୁ ତନ୍ତ ତଳେ ଗୋଟିଏ ଗାତ ଥାଏ।]