ଗର୍ଦନ୍ ତୋଡ଼ିବା Gardan toṟḍ̠ibā

  • ଦେ. କ୍ରି — ବେକକୁ ଆଘାତ କରିବା — To strike or hurt the nape of the neck
  • ଦେ. କ୍ରି — ବେକରେ ଦୁଇ ହାତଦ୍ୱାରା କଠା ପକାଇ ବେକକୁ ଭାଙ୍ଗି ଦେବା — To break the neck by pressing it into both the hands as by a vice