ଗର୍ଦ୍ଦଭ Garddabha
- ସଂ. ବି. (ଗର୍ଦ୍ଦ୍ ଧାତୁ=ରାବ କରିବା+ ସଂଜ୍ଞାର୍ଥେ. ଅଭ) — ଗଧନାମକ ପଶୁ — Ass
- ସଂ. ବି. (ଗର୍ଦ୍ଦ୍ ଧାତୁ=ରାବ କରିବା+ ସଂଜ୍ଞାର୍ଥେ. ଅଭ) — [ଦ୍ର—ଗଧଠାରୁ ତିନିଗୋଟି ଗୁଣ ଶିକ୍ଷା କରାଯାଏ, ଯଥା—ଅବିଶ୍ରାନ୍ତ ଭାର ବହନ, ଶିତୋଷ୍ଣସହନ, ଘାସଆଦି ସାମାନ୍ୟ ଆହାରରେ ନିତ୍ୟ ସନ୍ତୋଷ।]
- ସଂ. ବି. (ଗର୍ଦ୍ଦ୍ ଧାତୁ=ରାବ କରିବା+ ସଂଜ୍ଞାର୍ଥେ. ଅଭ) — ଶ୍ୱେତ କୁମୁଦ; ଧଳା କଇଁ — White water-lily
- ସଂ. ବି. (ଗର୍ଦ୍ଦ୍ ଧାତୁ=ରାବ କରିବା+ ସଂଜ୍ଞାର୍ଥେ. ଅଭ) — ଗନ୍ଧ; ବାସନା — Smell; odour
- ସଂ. ବି. (ଗର୍ଦ୍ଦ୍ ଧାତୁ=ରାବ କରିବା+ ସଂଜ୍ଞାର୍ଥେ. ଅଭ) — ବିଡ଼ଙ୍ଗ — A vegetable substance used as a vermifuge; Emblelia Ribes
- ଦେ. ବି — ଗଧପରି ଅଳସୁଆ ଲୋକ — Idle person
- ଦେ. ବି — ନିର୍ବୁଦ୍ଧିଆ ବ୍ଯକ୍ତି — A fool; Simpleton
- ଦେ. ବିଣ — ଗଧା (ଦେଖ) — Gadhā (See)