ଗର୍ଦ୍ଦନୀ Garddanī

  • ଦେ. ବି — ଗର୍ଦନିଆଁ (ଦେଖ) — Gardaniāñ (See)
  • ଦେ. ବି — କୁର୍ତ୍ତାର ବେକ ପାଖ — Part of a coat which covers the neck
  • ଦେ. ବି — ଘୋଡ଼ାର ବେକ ପାଖେ ଗୋଟିଏ ମୁଣ୍ଡ ବନ୍ଧା ଯାଇ ବାକି ଅଂଶ ଘୋଡ଼ାର ଦେହରେ ପକାଯିବା ଲୁଗା — A piece of cloth covering the body of a horse and tied at one end to its neck
  • ଦେ. ବି — କୋଠାର କାନ୍ଥର ବା ଖୁଣ୍ଟର କାନୁସ — Cornice
  • ଦେ. ବି — ଜଣେ ପହିଲ୍ମାନ୍ ଅନ୍ଯ ପହିଲ୍ମାନ୍ର ବେକ ଚାରିପାଖେ ଦୁଇ ହାତଦ୍ୱାରା ଯେଉଁ କଠା ପକାଏ — The tight hold of an athlete on the neck of the adversary with the two hands