ଗର୍ଗଡ଼ିଆ Gar-gaṟḍ̠iā

  • ପ୍ରାଦେ. (ସମ୍ବଲପୁର) ବିଣ — ଗଡ଼ାଣିଆ — Sloping
  • ଦେ. ବି — ଗରଗଡ଼ରେ ଗ୍ରଥିତ ମାଳ — Necklace strung with grains of Garagaṟḍ̠ā or job's tears
  • ଦେ. ବି — ଯେଉଁ ଶସ୍ୟ ଭିତରେ ବହୁତ ଗରଗଡ଼ ଥାଏ — Grain full Garagaṟḍ̠a-grains
  • ଦେ. ବି — ଗରଗଡ଼ିୟା (ଦେଖ) — Garagaṟḍ̠iyā (See)
  • ଦେ. ବିଣ — ଗରଗଡ଼ରେ ଗ୍ରଥିତ (ମାଳ) — (necklace) Strung with grains of Garagaṟḍ̠a
  • ଦେ. ବିଣ — ଯେଉଁ ମାଳ ବା ଅଳଙ୍କାରରେ ଗରଗଡ଼ ଆକୃତିର ସୁନା ବା ରୂପାର ମାଳି ବା ଦାନା ଥାଏ — (necklace or ornament) Having Garagaṟḍ̠a-like beads or globules of gold or silver