ଗର୍ଗରାଇବା Gar-garāibā

  • ଦେ. କ୍ରି. (ଧ୍ୱନ୍ୟନୁକରଣ) — ସାରୁ ଆଦି ଖାଇବାରୁ ତଣ୍ଟି ଗତ୍ଗତ୍ ହେବା — (the throat) To have an itching sensation
  • ଦେ. କ୍ରି. (ଧ୍ୱନ୍ୟନୁକରଣ) — ଗରଗର ଶବ୍ଦ କରିବା; ଗଁ ଗଁ ଶବ୍ଦ କରିବା — To groan