ଗର୍ଖର୍ଚା Gar-kharchā

  • ବୈଦେ. ବି.—(ଫା. ଗାହ୍=ସମୟ, ହି. ଗହର୍=ବିଳମ୍ବ+ ଫା. କର୍ଚା) — କୌଣସି ପଣ୍ୟଦ୍ରବ୍ୟ ଡଙ୍ଗାରୁ ବା ଜାହାଜରୁ ବା ରେଳରୁ ବା ଗୋଦାମରୁ ନିରୂପିତ ସମୟରେ ଖଲାସ ନ ନେବା ଯୋଗୁଁ ସେ ଦ୍ରବ୍ୟ ନେବା ବ୍ଯକ୍ତିକୁ ଯେଉଁ ତଣ୍ଡ ବା ଜୋରିମାନା ଦେବାକୁ ପଡ଼େ — Demurrage