ଗର୍ଗ Garga
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — ଯାଦବମାନଙ୍କ କୁଳପୁରୋହିତ ମୁନିବିଶେଷ — A sage, the family-priest of the Jadu-line of kings of ancient India
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — [ଦ୍ର—ଏ ବ୍ରହ୍ମାଙ୍କର ଜନୈକ ମାନସପୁତ୍ର; ଋଗ୍ବେଦର 6 ଷ୍ଠ ମଣ୍ଡଳର 47 ସୁକ୍ତ ଗର୍ଗଙ୍କ ଦ୍ୱାରା ରଚିତ। ଅଥର୍ବବେଦର ପରିଶିଷ୍ଟରେ ଗର୍ଗନାମକ ଏକ ଋଷିଙ୍କ ନାମ ଅଛି।] — [ଦ୍ର—ଏ ବ୍ରହ୍ମାଙ୍କର ଜନୈକ ମାନସପୁତ୍ର; ଋଗ୍ବେଦର6ଷ୍ଠ ମଣ୍ଡଳର47ସୁକ୍ତ ଗର୍ଗଙ୍କ ଦ୍ୱାରା ରଚିତ ଅଥର୍ବବେଦର ପରିଶିଷ୍ଟରେ ଗର୍ଗନାମକ ଏକ ଋଷିଙ୍କ ନାମ ଅଛି]
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — ଷଣ୍ଢ — Bull
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — ଜିଆ; କେଞ୍ଚୁଆ — Earth-worm
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — ବାଦ୍ୟର ତାଳବିଶେଷ — Name of a pause or time in music
- ସଂ. ବି. (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଗନ୍) — ମାଠିଆରେ ପାଣି ପଶିବାର ଧ୍ୱନି; ଘଡ଼ ଘଡ଼ ଶବ୍ଦ — Jingling sound of water entering into a narrow mouthed pitcher