ଗର୍କବୁଲ୍ Gar-kabul

  • ବୈଦେ. ବି. (ଆ. ଗୈର୍+କବୁଲ୍) — ଅସ୍ୱୀକାର; ଅସମ୍ମତି — Denial; disagreement
  • ବୈଦେ. ବି. (ଆ. ଗୈର୍+କବୁଲ୍) — ଦୋଷ ନ ମାନିବା — Non-confession