ଗଣ୍ଡାଏ Gaṇḍāe
- ଦେ. ବି. ଓ ବିଣ — ଚାରିକଡ଼ା କଉଡ଼ି — Four bits of cowries
- ଦେ. ବି. ଓ ବିଣ — ଏକଗଣ୍ଡା ମାତ୍ର; 4 ଗୋଟା; ଏକ ପୁଞ୍ଜା — ଏକଗଣ୍ଡା ମାତ୍ର;4ଗୋଟା; ଏକ ପୁଞ୍ଜା— . An aggregate of four
- ଦେ. ବି. ଓ ବିଣ — ପଣକର 20 ଭାଗରୁ ଏକ ଭାଗ — ପଣକର20ଭାଗରୁ ଏକ ଭାଗ— . 1/20 of a paṇa
- ଦେ. ବି. ଓ ବିଣ — ଅଳ୍ପ ସାମାନ୍ୟ — Very little
- ଦେ. ବି. ଓ ବିଣ — (ଯଥା—ମୁଁ ଗଣ୍ଡାଏ ଭାତ ଖାଇବି।)