ଗଣ୍ଡାଗଣ୍ଡା Gaṇḍāgaṇḍā

  • ଦେ. ବିଣ — ଚାରି ଚାରିଟି ହୋଇ ଅବସ୍ଥିତ — Placed in groups of four
  • ଦେ. ବିଣ — ବହୁତ; ଅସଂଖ୍ୟ; ପର୍ଯ୍ୟାପ୍ତ; ଯଥେଷ୍ଟ — Sufficient; innumerable
  • ଦେ. ବିଣ — ମହୀରେ ଲୋଟାଇବି ମୁଣ୍ଡ ଗଣ୍ଡାଗଣ୍ଡା। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. କ୍ରି. ବିଣ — ଚାରି ଚାରି ଗୋଟି କରି ବା ହୋଇ — In groups of four
  • ଦେ. କ୍ରି. ବିଣ — ଦଳକୁ ଦଳ; ପଞ୍ଝାକୁ ପଞ୍ଝା — In clusters; in groups
  • ଦେ. କ୍ରି. ବିଣ — ଚରୁଥାନ୍ତି ବନରେ ହୋଇ ଗଣ୍ଡା ଗଣ୍ଡା। କୃଷ୍ଣସିଂହ, ମହାଭାରତ, ବନ।