ଗଣ୍ଡଶୈଳ Gaṇḍaṡa̲i̱ḻa
- ସଂ. ବି. (ଗଣ୍ଡ+ ଶୈଳ) — ଭୂକମ୍ପାଦିଦ୍ୱାରା ପର୍ବତ— ଗାତ୍ରରୁ ସ୍ଖଳିତ ବୃହତ୍ ପ୍ରସ୍ତରଖଣ୍ଡ — A block of rock fallen from a mountain owing to earthquake
- ସଂ. ବି. (ଗଣ୍ଡ+ ଶୈଳ) — ବୃହତ୍ ପ୍ରସ୍ତର ଖଣ୍ଡ — A big block of stone
- ସଂ. ବି. (ଗଣ୍ଡ+ ଶୈଳ) — କ୍ଷୁଦ୍ର ପର୍ବତ — Small isolated fragment of a rock or hillock
- ସଂ. ବି. (ଗଣ୍ଡ+ ଶୈଳ) — ଲଲାଟ; କପାଳ — Brow