ଗଣ୍ଡାକିଆ Gaṇḍkiā

  • ଦେ. ବିଣ — ଏକ ଗଣ୍ଡା କଉଡ଼ି ମୂଲ୍ୟର — Worth four cowries only; of the value of the one 'Gaṇḍā'
  • ଦେ. ବିଣ — ଚାରିଚାରିଟି ଭାବରେ ଅବସ୍ଥିତ — Placed in groups of four