ଗଜାସୁର Gajāṡura

  • ସଂ. ବି. (ସଂ. ଗଜ+ଅସୁର) — ଶିବଙ୍କଦ୍ୱାରା ନାଶପ୍ରାପ୍ତ ଗଜାକୃତି ଅସୁର ବିଶେଷ — A demon of that name killed by God Ṡiba
  • ସଂ. ବି. (ସଂ. ଗଜ+ଅସୁର) — [ଦ୍ର—ନାରଦଙ୍କ ଅଭିଶାପରେ ମହେଶନାମକ ଜଣେ ରାଜା ଗଜଯୋନି ପ୍ରାପ୍ତ ହୋଇ ଦେବଦ୍ୱେଷୀ ହେବାରୁ ମହାଦେବ ତାହାକୁ ବଧ କରି ତାହାର ଚର୍ମ ନିଜ ବ୍ଯବହାରାର୍ଥ ଗ୍ରହଣ କରି— ଥିଲେ।]