ଗଜାରୋହ Gajāroha

  • ସଂ. ବି.—(ଗଜ+ଆରୋହ) — ହସ୍ତ୍ୟାରୋହୀ ସୈନ୍ୟ — Part of the army consisting of soldiers on elephants
  • ସଂ. ବିଣ. — ନିଷାଦୀ; ହସ୍ତୀପୃଷ୍ଠରେ ଉପବିଷ୍ଟ — Riding an elephant