ଗଜାରି Gajāri

  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ଅରି) — ସିଂହ — Lion
  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ଅରି) — ଆସାମଦେଶ—ଜାତ ଶାଳବୃକ୍ଷବିଶେଷ (ହି. ଶବ୍ଦସାଗର) — A species of Sal tree growing in Assam
  • ସଂ. ବି.—( 6 ଷ୍ଠୀ ତତ୍; ଗଜ+ଅରି) — ଗଜାସୁର—ନାଶକ ଶିବ — God Ṡiba who killed the demon 'Gaja'