ଗଜାନୀକ Gajānīka

  • ସଂ. ବି. (ରୂପ. କର୍ମ. ଗଜ+ଅନୀକ=ସୈନ୍ୟ) — ହସ୍ତୀରୂପସୈନ୍ୟ — The army consisting of elephants
  • ସଂ. ବି. ( 6 ଷ୍ଠୀ ତତ୍; ଗଜ+ଆନୀକ=ଯୁଦ୍ଧ) — ହସ୍ତୀର ଯୁଦ୍ଧ — (6ଷ୍ଠୀ ତତ୍; ଗଜ+ଆନୀକ=ଯୁଦ୍ଧ) — ହସ୍ତୀର ଯୁଦ୍ଧ—The fighting of elephants