ଗଜାରୋହା Gajārohā

  • ଦେ. ବିଣ. — ହାତୀରେ ଚଢ଼ିଥିବା — Mounted on elephant
  • ଦେ. ବିଣ. — ଘୋଡ଼ା—ଗଜାରୋହା ପାଇକ ରଥରଥୀ, କାଣ୍ଡରେ ଦେଲେ ଦ୍ରୋଣ ଯୁଦ୍ଧଦାଣ୍ଡେ ମନ୍ଥି। କୃଷ୍ଣସିଂହ, ମହାଭାରତ, ଦ୍ରୋଣ।