ଗଜି Gaji

  • ଦେ. ବି — କ୍ଷୁଦ୍ର କେଶ—କୀଟ; ଅତି ଛୋଟ ଉକୁଣୀ — Small louse
  • ଦେ. ବି — [ଦ୍ର—ଉକୁଣି ଡିମ୍ବଙ୍କୁ ନିଖ, ନିଖରୁ ଫୁଟିବା ଛୋଟ ଉକୁଣିଙ୍କୁ ଗଜି ଓ ବଡ଼ ଉକୁଣିଙ୍କୁ ଡିଙ୍ଗା କହନ୍ତି।]
  • ଦେ. ବି — ଗଜେନ୍ଦ୍ର ନାମକ ବ୍ଯକ୍ତିର ଡାକ ନାମ — Name for calling 'Gajendra'
  • ଦେ. ବିଣ. (ଅନ୍ଯ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ, ଯଥା —ପାଞ୍ଚଗଜି, ତିନିଗଜି) — ଏତେ ଗଜ ପରିମିତ — Measuring so many yards