ଖଡ଼ିଆଳ Khaṟḍ̠iāḻa

  • ଦେ. ବିଣ — ଯେଉଁ ସ୍ଥାନର ମୃତ୍ତିକା ଖଡ଼ିମୟ — Chalky
  • ଦେ. ବି. (ନାମ) — ବର୍ତ୍ତମାନ ମଧ୍ୟପ୍ରଦେଶଭୁକ୍ତ ଉତ୍କଳଭାଷୀ ଗୋଟିଏ ରାଜ୍ୟ — An Oriya speaking estate now included in the Central Province