ଖଡ଼ିକନ୍ଦା Khaṟḍ̠ikandā
- ଦେ. ବି. (ସଂ. ଦୁଗ୍ଧପାଷାଣ) — ଚକ୍ଖଡ଼ି ପରି ଶ୍ୱେତ କନ୍ଦା— ପଥର — Chalk-like white sandstone
- ଦେ. ବି. (ସଂ. ଦୁଗ୍ଧପାଷାଣ) — [ଦ୍ର—ଏହା ସାଧାରଣତଃ କନ୍ଦାପଥର ଅପେକ୍ଷା ନରମ ଓ ଏଥିଦ୍ୱାରା ଭୂମିରେ ଧଳା ଗାର ଟାଣିହୁଏ; ଏହା ଚକଖଡ଼ି ଅପେକ୍ଷା ଟାଣୁଆ; କିନ୍ତୁ ସାଧାରଣ ଖଡ଼ି ଅପେକ୍ଷା ହାଲୁକା।]