ଖଡ଼ିକାମୁଠା Khaṟḍ̠ikāmuṭhā
- ଦେ. ବି. — ଏକତ୍ର ସଂଗୃହୀତ ହୋଇ ବନ୍ଧା ହୋଇ— ଥିବା ହାତର ମୁଠାରେ ଧରା ଯାଇ ପାରିବା ଭଳି ଖଡ଼ିକାର ବିଡ଼ା; ନଡ଼ିଆଖଡ଼ିକାରେ ତିଆରି ଝାଡ଼ୁ ବା ପହଁରାମୁଠା; ବଢ଼ିଣା — A handful of tough twigs tied together for being used a broom; broomstick
- ଦେ. ବି. — ଧାନ, ଚାଉଳ, ମୁଗ ଆଦି ବାଲିରେ ଭାଜିବା ସମୟରେ ତାକୁ ଲେଉଟପାଉଟ କରିବା ନିମନ୍ତେ ବ୍ଯବହୃତ ନଡ଼ିଆ ଖଡ଼ିକାରେ ବନ୍ଧା ହୋଇଥିବା ବିଡ଼ା; ଭଜାଭଜି— ଖଡ଼ିକାମୁଠା — A small handful of tough twigs tied together to agitate paddy etc in the frying pan