ଖଡ଼ି ପଡ଼ିବା Khaṟḍ̠ paṟḍ̠ibā
- ଦେ. ବି — କୌଣସି ବିଷୟର ଉଲ୍ଲେଖ କରାଯିବା — Mention of anything
- ଦେ. ବି — କୌଣସି କାର୍ଯ୍ୟର ପ୍ରଥମ ଆରମ୍ଭ କରାଯିବା — Beginning of some work
- ଦେ. ବି — ଭବିଷ୍ୟତ ଗଣନା ସମ୍ବନ୍ଧେ ଭୂମିରେ ଗାର କଟାଯିବା — Drawing of figures on the ground for calculating the future
- ଦେ. ବି — (ଅମୁକଙ୍କ ନାମରେ) ଖଡ଼ି ପଡ଼ିବା; (ଅମୁକ) ଜଣେ ବିଶିଷ୍ଟ ବ୍ଯକ୍ତି ବୋଲି ପରିଗଣିତ ହେବା — To be included in the list of notables
- ଦେ. ବି — (କୌଣସି ବ୍ଯକ୍ତିଙ୍କ ନାମ) ଉଲ୍ଲେଖ ହେବା — 3. (the name of a person) Being mentioned