ଖିନ୍ନ Khinna
- ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) — ଦୁଃଖିତ — Sorrowful; grieved; distressed; dejected
- ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) — ଶ୍ରାନ୍ତ; କ୍ଳାନ୍ତ — Fatigued; tired
- ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) — ଅଳସ — Idle
- ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) — କୃଶ — Thin; emaciated
- ସଂ. ବିଣ. ପୁଂ. (ଖିଦ ଧାତୁ=ଦୁଃଖିତ ହେବା+କର୍ତ୍ତୃ. ତ) — ଆକୁଳେ ବପୁ ଖିନ୍ନ କଲା ଯହୁଁ—ପ୍ରାଚୀ. ରସବାରିଧି।