ଖିରଚାଉଳ ହେବା Khirachāuḻa hebā

  • ଦେ. କ୍ରି — (ଧାନଗଛ) କ୍ଷୀର ଢୋକିବା ପରେ ଧାନ ଭିତରର ଶସ ଟାଣ ହେବାକୁ ଆରମ୍ଭ କରିବା — (a paddy-plant) To have the kernel herdened inside the paddy-grain