ଖିନ୍ଖିନ୍ Khin-khin

  • ଦେ. ବିଣ. (ସଂ. ଛିନ୍ନଭିନ୍ନ; ଛିନ୍ନଭିନ୍ନ) — ପୁଙ୍ଖାନୁପୁଙ୍ଖ — Thorough
  • ଦେ. ବିଣ. (ସଂ. ଛିନ୍ନଭିନ୍ନ; ଛିନ୍ନଭିନ୍ନ) — (ଯଥା—ସେ ଖିନ୍ଖିନ୍ କରି ସେ କଥାଟି ମୋଠାରୁ ବୁଝି— ଗଲା।)
  • ଦେ. କ୍ରି. ବିଣ — ପୁଙ୍ଖାନୁପୁଙ୍ଖରୂପେ — Thoroughly
  • ଦେ. କ୍ରି. ବିଣ — ଟିକିଟିକି କରି — Into shreds