ଖିରକାଞ୍ଚଲା Khirakān̄chalā

  • ଦେ. ବି (ସଂ. କ୍ଷୀରକଳ୍ଳୋଳ) — ଏକପ୍ରକାର ଗଛ; କ୍ଷୀର— କାଙ୍କୋଲା — A kind of plant
  • ଦେ. ବି (ସଂ. କ୍ଷୀରକଳ୍ଳୋଳ) — [ଦ୍ର—ଏହାର ମୂଳ କନ୍ଦମୂଳ ପରି; ସ୍ତ୍ରୀମାନଙ୍କ ସ୍ତନରୁ ସ୍ତନ୍ଯ ଶୁଖିଗଲେ ଏହି ମୂଳକୁ ଖାଇଲେ ସ୍ତନ୍ଯ ବଢ଼େ।]