ଖିର Khira

  • ଦେ. ବି. (ସଂ. କ୍ଷୀର) — ଦୁଗ୍ଧ — Milk
  • ଦେ. ବି. (ସଂ. କ୍ଷୀର) — [ଦ୍ର—ଗଡ଼ଜାତ ଓ ଗଞ୍ଜାମ ଅଞ୍ଚଳରେ ଲୋକେ 'ଦୁଧ' କହିଲେ ସାଧାରଣତଃ ସ୍ତ୍ରୀସ୍ତନକୁ ବୁଝନ୍ତି; ଏଥିପାଇଁ ଦୁଧକୁ ଖିର, ଖୀର, ନଳାପାଣି, ଗୋରସ, ନିତ୍ୟାନି, ପ୍ରଭୃତି ନାମରେ ଅଭିହିତ କରନ୍ତି।]
  • ଦେ. ବି. (ସଂ. କ୍ଷୀର) — ବୃକ୍ଷନିର୍ଯ୍ୟାସ — Juice from trees