ଖାଣ୍ଡବ Khāṇḍaba

  • ସଂ. ବି. (ଖଣ୍ଡ ଧାତୁ+ଅ+ବ) — ପ୍ରାଚୀନ ବନବିଶେଷ — An ancient forest near modern Delhi
  • ସଂ. ବି. (ଖଣ୍ଡ ଧାତୁ+ଅ+ବ) — ଯମୁନାତୀରସ୍ଥ ପ୍ରଦେଶ; କୁରୁକ୍ଷେତ୍ର ବା ଇନ୍ଦ୍ରପ୍ରସ୍ଥ ସନ୍ନିହିତ ଦେଶବିଶେଷ; ଖାଣ୍ଡବପ୍ରସ୍ଥ — A country on the banks of the j̄amunā near Delhi
  • ସଂ. ବି. (ଖଣ୍ଡ ଧାତୁ+ଅ+ବ) — [ଦ୍ର—ମଧ୍ୟଭାରତରେ ଭୋଁସାୱାଲ ନାମକ ରେଲଷ୍ଟେସନରୁ ଖାଣ୍ଡୋବା ନଗରୀ ପର୍ଯ୍ୟନ୍ତ ବିସ୍ତୃତ ଦେଶବିଶେଷ। ଏହି ପ୍ରଦେଶରେ ଗୋଟିଏ ଅରଣ୍ୟ ଥିଲା, ତାହାକୁ ଖାଣ୍ଡବାରଣ୍ୟ ବୋଲା ଯାଉଥିଲା। ସୁଭଦ୍ରାହରଣ ପରେ ଅର୍ଜୁନ ଶ୍ରୀକୃଷ୍ଣଙ୍କ ସାହାଯ୍ୟରେ ଅଗ୍ନିଙ୍କୁ ପରିତୁଷ୍ଟ କରିବା ପାଇଁ ଏହି ଅରଣ୍ୟକୁ ଅଗ୍ନି ଦ୍ୱାରା ଦଗ୍ଧ କରାଇଥିଲେ (ମହାଭାରତ)। ଏହି ବନରେ ଇନ୍ଦ୍ରପ୍ରସ୍ଥ ନଗର ସ୍ଥାପିତ ହୋଇଥିଲା।]
  • ସଂ. ବି. (ଖଣ୍ଡ ଧାତୁ+ଅ+ବ) — (ଖଣ୍ଡ+ଅ)—ମିଶ୍ରି — Sugar-candy
  • ସଂ. ବି. (ଖଣ୍ଡ ଧାତୁ+ଅ+ବ) — ଖଣ୍ଡରେ ତିଆରି ମିଠାଇ — Sweetmeat made of coarse sugar