ଖାଣ୍ଡବପ୍ରସ୍ଥ Khāṇḍabaprastha
- ସଂ. ବି. (ଖାଣ୍ଡବ+ପ୍ରସ୍ଥ) — ଇନ୍ଦ୍ରପ୍ରସ୍ଥ; ପ୍ରାଚୀନ ଦିଲ୍ଲୀ — The place now called Delhi
- ସଂ. ବି. (ଖାଣ୍ଡବ+ପ୍ରସ୍ଥ) — [ଦ୍ର—ଧୃତରାଷ୍ଟ୍ର ଖାଣ୍ଡବପ୍ରସ୍ଥ ଗ୍ରାମକୁ ପାଣ୍ଡବମାନଙ୍କୁ ବାସ କରିବାକୁ ଦେଇଥିଲେ ଓ ପାଣ୍ଡବମାନେ ଏହିଠାରେ ଇନ୍ଦ୍ରପ୍ରସ୍ଥ ନଗର ବସାଇ ଥିଲେ।]