ଖାଣ୍ଡବଦହନ Khāṇḍabadahana

  • ସଂ. ବି. (ପୌରାଣିକ) — ଅଗ୍ନିଙ୍କର କ୍ଷୁଧାନିବୃତ୍ତି ନିମନ୍ତେ ଅର୍ଜୁନଙ୍କ ଦ୍ୱାରା ଖାଣ୍ଡବ ବନ ଓ ତହିଁରେ ଥିବା ସବୁ ଜୀବ ଜନ୍ତୁଙ୍କର ପୋଡ଼ାପୋଡ଼ି — The burning of the forest of Khāṇḍaba and its animals by Arjuna in order to propitiate the hunger of the Fire-God