ଖାଣ୍ଟିବା Khāṇṭibā

  • ଦେ. କ୍ରି. (ସଂ. ଖଚ ଧାତୁ=ବନ୍ଧନେ) — ଖେଣ୍ଟିବା; କସିଦେବା; କମି କରିବା — To reduce in quantity or supply
  • ଦେ. କ୍ରି. (ସଂ. ଖଚ ଧାତୁ=ବନ୍ଧନେ) — ଖେଞ୍ଚିବା; ଅଳ୍ପମାତ୍ରାରେ ଦେବା — To dole out a thing with niggardiness