ଖଲୂରିକା Khalūrikā

  • ସଂ. ବି. (ଖଲଡ୍ ଧାତୁ=ଭାଙ୍ଗିବା+ସଂଜ୍ଞାର୍ଥେ. ଊର+କ+ ଆ) — ବ୍ଯାୟାମଭୂମି; ଆଖଡ଼ା — Field or placed for athletic exercises
  • ସଂ. ବି. (ଖଲଡ୍ ଧାତୁ=ଭାଙ୍ଗିବା+ସଂଜ୍ଞାର୍ଥେ. ଊର+କ+ ଆ) — ଯୁଦ୍ଧବିଦ୍ୟା ସାଧନାର ସ୍ଥାନ; ପରେଟ୍ ପଡ଼ିଆ — A place for military exercise (Apte); parade-ground (M.W.)