ଖଲିବଛା Khalibachhā

  • ଦେ. ବି — ପୁଞ୍ଜିବୁଣା ଧାନ କିଆରିରୁ ଗୋଟିକିଆ ଧାନଗଛ ଓ ଘାସସବୁ ବାଛି ଓପାଡ଼ିଦେବା — The weeding out of single paddy-plants and weeds from a paddy-field in which paddy is grown in clusters