ଖଲିପିଠା Khalipithā

  • ଦେ. ବି (ପିଠଉ ପିଣ୍ଡୁଳାର ଚାରିପାଖରେ ଖଲିପତ୍ର ଦିଆ ଯାଉ— ଥିବାରୁ) — ପୋଡ଼ପିଠା — Cake made by putting the dough in a packet of leaves and putting it inside live charcoal