ଖଲୁରି Khaluri

  • ଦେ. ବି. (ସଂ. ଖଲୂରିକା=ବ୍ଯାୟାମଭୁମି) — ଦାଣ୍ଡିଘରର ଆଡ଼ବାଗରେ ଥିବା ଘର — House built crosswise joining two long rows of houses at the ends
  • ଦେ. ବି. (ସଂ. ଖଲୂରିକା=ବ୍ଯାୟାମଭୁମି) — [ଦ୍ର—ଖଞ୍ଜାର ଦୁଇ ବିପରୀତ ଦିଗରେ ଥିବା ଲମ୍ବ ଘରକୁ ଧାଉଡ଼ି ଘର ଓ ଆଡ଼ବାଗରେ କରାଯାଇଥିବା ଘରକୁ ଖଲୁରି ବୋଲାଯାଏ।]