ଖଲେଇବା Khaleibā
- ଦେ. କ୍ରି — (ଗୋରୁଗାଈ) ଛୋଟେଇ କରି ବା ଗୋଟିଏ ଗୋଡ଼କୁ ଘୋଷାରି ଚାଲିବା — (cattle) To walk by dragging a leg on the ground; to walk haltingly
- ଦେ. କ୍ରି — ଖଲି କହିବା; ଥଟ୍ଟିଲ କଥା କହିବା — To talk humorously or wittily
- ଦେ. କ୍ରି — ଥଟ୍ଟା କରିବା — To joke
- ଦେ. କ୍ରି — ଖଲିବା କ୍ରିୟାର ଣିଜନ୍ତ ରୂପ — Causative form of Khalibā to pestle
- ଦେ. କ୍ରି — ଅପରୋକ୍ଷଭାବରେ ବ୍ୟଙ୍ଗ କରିବା — To use innuendoes