ଖଲ୍ଲ Khalla

  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ଔଷଧ ମର୍ଦ୍ଦନାର୍ଥ ପ୍ରସ୍ତରପାତ୍ର; ଖଲ — Mortar
  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ଚାତକ ପକ୍ଷୀ — Pied-crested cuckoo; Coccyster
  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ଚର୍ମ; ଚମଡ଼ା — Skin; leather
  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ଚମମୁଣା — Leathern water-bag
  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ଖାଲ; ଗର୍ତ୍ତ — Hole; pit
  • ସଂ. ବି. (ଖଳ+ଲା ଧାତୁ+କର୍ମ. ଅ) — ପହଣୀ; ନାଳ — Canal; tranch