ଖରଖରୀ Kharakharī

  • ଦେ. ବିଣ. ସ୍ତ୍ରୀ — ଖରଖରିଆର ସ୍ତ୍ରୀ ଖରଖରିଆରେ ସ୍ତ୍ରୀ ଲିଙ୍ଗ — Feminine of Kharakhariā
  • ପ୍ରାଦେ (ଗଡ଼ଜାତ) ବି — ଲତାବିଶେଷ — A kind of creeper
  • ପ୍ରାଦେ (ଗଡ଼ଜାତ) ବି — [ଦ୍ର—ଏହା ତାଳ ଆଦି ଗଛରେ ମାଡ଼େ। ଏହାର ପତ୍ରର ପେଟ ପାଖ ଶିରୀଶ କାଗଜ ପରି ଆଂଶୁଆଂଶୁଆ। ଏ ପତ୍ରରେ ବାଡ଼ି ଆଦି ପାଲିସ୍ କରାଯାଏ।]