ଖରଖଣ୍ଡୀ Kharakhaṇḍī

  • ଦେ. ବିଣ (ସଂ. ଖର+ଖଣ୍ଡ ଧାତୁ) — ଖରନାମକ ରାକ୍ଷସକୁ ଯେ ମାରିଥିଲେ; ଖରହନ୍ତା (ରାମଚନ୍ଦ୍ର) — (Rāmachandra) Who killed the demon Khara
  • ଦେ. ବିଣ (ସଂ. ଖର+ଖଣ୍ଡ ଧାତୁ) — ବୀରଶରଭର ଖର ଖଣ୍ଡିକର ଖରକର ତାର ତାର— ଭଞ୍ଜ. ବୌଦେହୀଶବିଳାସ।