ଖରଖରିଆ Kharakhariā

  • ଦେ. ବିଣ. ଫୁ — ସାମାନ୍ୟ କାରଣରେ ଯେ ରାଗି ଯାଏ — Irritable; irascible
  • ଦେ. ବିଣ. ଫୁ — ଅସ୍ଥିର; ଚଞ୍ଚଳ — Restless
  • ଦେ. ବିଣ. ଫୁ — କଳିହୁଡ଼ା; କଳିକତୁରା — Quarrelsome
  • ଦେ. ବିଣ. ଫୁ — ଚପଳସ୍ୱଭାବ — Fickle minded
  • ଦେ. ବିଣ. ଫୁ — ଯେ କୌଣସି କଥା କିଛିକାଳ ମନରେ ରଖି ନ ପାରି ପ୍ରକାଶ କରିଦିଏ — (a person) Who babbles out matters
  • ପ୍ରାଦେ (ଗଡ଼ଜାତ) ବି — ଖରଖରୀ (ଦେଖ) — Kharakharī (See)