ଖରଚ କରିବା Kharacha karibā

  • ଦେ. କ୍ରି — ବ୍ଯୟ କରିବା — To spend; to expend
  • ଦେ. କ୍ରି — (ଲକ୍ଷଣାର୍ଥ) (ବୃଦ୍ଧି) ପ୍ରୟୋଗ କରିବା — To apply (intellect.)
  • ଦେ. କ୍ରି — ବ୍ଯବହାରରେ ଲଗାଇବା — To use