ଖଦାନ୍ Khadān

  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖାତ; ତୁଳ ହି. ଖଦାନ) — ଖଣି — Mine
  • ପ୍ରାଦେ. (ସମ୍ବଲପୁର) ବି. (ସଂ. ଖାତ; ତୁଳ ହି. ଖଦାନ) — ଉତ୍ପତ୍ତିସ୍ଥାନ — Place of origin or production