ଖଦାଇ Khadāi
- ଦେ. ବି. (ସଂ. କ୍ଷତି) — ଏକ ଶ୍ରେଣୀର ପ୍ରଜା (ନନ୍ଦେ) — A class of tenants
- ଦେ. ବି. (ସଂ. କ୍ଷତି) — ରାଜାହିଁ କରଇ ଋଣ ଖଦାଇଙ୍କ ତହୁଁ। ତେଣୁ କରି ତାର ଚିନ୍ତା ନ ସରଇ ବହୁ। ନାମରତ୍ନଗୀତା (ନନ୍ଦେ)
- ଦେ. ବି. (ସଂ. କ୍ଷତି) — ରାଜ୍ୟର ବୃତ୍ତିହୀନ ବା ଜମିବାଡ଼ି ନ ଥିବା ରଇତ; ଚାନ୍ଦନା ରଇତ — A tenant having no culturable holding under the Zamindar but only a homestead